ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ କରୋନାଭାଇରସ୍ ସଂକ୍ରମଣର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଏହି ମାରାତ୍ମକ କରୋନାଭାଇରସ୍ରେ ଏକ ଦମ୍ପତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଦମ୍ପତି ଜନୁଆରି ୧ ତାରିଖରୁ ଦୁବାଇରୁ ପୁଣେକୁ ଫେରିଥିଲେ। ଦୁହେଁ ପୁଣେରଏକ ଟ୍ରାଭେଲ ଏଜେନ୍ସି ପକ୍ଷରୁ ଆୟୋଜିତ ଦୁବାଇ ଟୁର ପାଇଁ ଉପସାଗରୀୟ ଦେଶକୁ ଭ୍ରମଣରେ ଯାଇଥିଲେ। This is actually the worst technique ever And that i Individually endorse https://gunnervgpvy.win-blog.com/24358441/the-5-second-trick-for-sambad-lottery